#ହାତୀ_ସୁରକ୍ଷା_ପାଇଁ_କଣ୍ଟ_ଦେଲେ_କୋର୍ଟ
ହାତୀ ସୁରକ୍ଷା ପାଇଁ କଣ୍ଟ ଦେଲେ କୋର୍ଟ। 10 ସୁତ୍ରୀ ରଣନୀତିକୁ 2 ସପ୍ତାହରେ ଅନୁମୋଦନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ମାସକ ଭିତରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
#ArgusNews #elephantprotection #HighCourt #Odisha