ଗଂଜାମ ତାରସିଙ୍ଗ ରେଞ୍ଜ ଗରୁଡ଼ ପଥର ଅଞ୍ଚଳରେ ଚାଷୀଙ୍କ ନିଦ ହାଯାଇଛି ହାତୀପଲ । ଅପରାହ୍ନ ୪ଟା ବାଜିଗଲେ ଜଙ୍ଗଲରୁ ହାତୀ ବାହାରି ଜନବସତି ମୁଁହା ହେଉଛନ୍ତି । ସାରା ରାତି ଫସଲ ଖାଇ ନଷ୍ଟ କରୁଛନ୍ତି । ଚାଷୀ ମାନେ ନିଜ ଫସଲକୁ ସୁରକ୍ଷା ଦେବାକୁ ରାତି ସାରା ମଞ୍ଚରେ ରହି ନିଆଁ ହୁଲା ଧରି ହାତୀ ଘଉଡାଉଛନ୍ତି ।
#Ganjam #bhanjanagar #elephants #crop #ruined #Odisha #ArgusNews