ଜଗା ଦୁଆରେ ଭାବବିହ୍ଵଳ ଶ୍ରଦ୍ଧାଳୁ ।ଛାଡି ସକଳ ଆଶା। ଧରିଛନ୍ତି ହରିଙ୍କ ଭରସା ।ହାତରେ କଳାଠାକୁରଙ୍କ ପ୍ରତିମୂର୍ତ୍ତି ।ଆଉ ମନରେ କାଳିଆ ପ୍ରେମର ପରିଭାଷା ।ଓଠ ଗୁଣୁଗୁଣୁଉଛି ମଧୁର ଭଜନ । ଏ ଭକ୍ତ ଜଣଙ୍କ କାଳିଆ ଦର୍ଶନ ପାଇଁ ବିକଳ । ପୁଣ୍ୟ ସିଂହଦ୍ୱାରରେ ଭକ୍ତିଭାବର ଏ ଅପୂର୍ବ ସଂଯୋଗ ।କାଳିଆ ପ୍ରେମ ତାଙ୍କୁ ଟାଣି ଆଣିଛି ଶ୍ରୀକ୍ଷେତ୍ର । ।
#ArgusNews #jagannathtemple #devotees #Puri #Odisha