ନିଯୁକ୍ତି ଦାବିରେ ଚତୁର୍ଥ ଦିନରେ ଶାନ୍ତିପୂର୍ଣ୍ଣ ଗଣଧାରଣା। ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ ୧୬ନଂ ଜାତୀୟ ରାଜପଥର ଛତାବର ଠାରେ ନିର୍ମାଣ ହୋଇଥିବା ଟୋଲ ଗେଟ ନିଯୁକ୍ତି ଦାବିରେ ଗତ ସ୍ଥାନୀୟ ବାସିନ୍ଦା ଚାରି ଦିନରେ ପହଞ୍ଚିଛି ଶାନ୍ତିପୂର୍ଣ୍ଣ ଗଣଧାରଣା...।
#Bhadrak #employment #protest #Odisha #ArgusNews