ଭୁବନେଶ୍ଵରରେ ESSPLର ନୂତନ ଗ୍ଲୋବାଲ ଡେଭଲପମେଣ୍ଟ ସେଣ୍ଟର 'ଉତ୍କର୍ସ' ଉଦଘାଟିତ ହୋଇଯାଇଛି । ESSPL ବିଶ୍ଵସ୍ତରୀୟ ସୂଚନା ପ୍ରଯୁକ୍ତି ବିଦ୍ୟା ସେବା ପ୍ରଦାନକାରୀ ଉଦ୍ୟୋଗ । ଏହା ଭୁବନେଶ୍ୱରରେ ୨୪ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଲଜିଷ୍ଟିକ ଓ ସପ୍ଲାଇ ଚେନ କ୍ଷେତ୍ରରେ ସେବା ପ୍ରଦାନ କରି ଆସୁଛି ।
#Bhubaneswar #ESSPL #globaldevelopmentcenter #utkarsh #inauguration #Odisha #ArgusNews