#୨୩_ବର୍ଷ_ପରେ_ବି_ଅଧାପନ୍ତରିଆ_ଛେଳିଗଡ_ପ୍ରକଳ୍ପ !
ସମୟ ଗଡୁଛି, ପ୍ରକଳ୍ପ ମୂଲ୍ୟ ବଢୁଛି । କିନ୍ତୁ ସରୁନି କାମ । ଏମିତି ସ୍ଥିତିରେ ରହିଛି ଗଞ୍ଜାମ ଓ ଗଜପତି ଜିଲ୍ଲାର ସର୍ବବୃହତ୍ତ ଛେଳିଗଡ ପ୍ରକଳ୍ପ। ପ୍ରକଳ୍ପ ଆରମ୍ଭରୁ ୫୨ କୋଟି ଥିଲା ବେଳେ ଏହା ଏବେ ୯୯୬ କୋଟିରେ ପହଞ୍ଚିଲାଣି । କିନ୍ତୁ ଅଧାପନ୍ତରିଆ ଟନେଲରେ ଅଟକିଛି କାମ । ସେପଟେ ବିସ୍ଥାପିତଙ୍କୁ ସଠିକ ମୂଲ୍ୟ ନ ମିଳିବା ଏବଂ ଥଇଥାନକୁ ନେଇ ତେଜୁଛି ଅସନ୍ତୋଷ ।
#Ganjam #Gajapati #goat #project #Odisha #ArgusNews