#ବୟସର_ଅପରାହ୍ନରେ_ବି_ଅସୀମ_ଧୈର୍ଯ୍ୟ
ସମସ୍ୟାର ମୁକାବିଲା କରୁଛନ୍ତି ୭୦ ବର୍ଷୀୟ ଶାକ୍ରା ସୋରେନ । ଯେଉଁ ବୟସରେ ପିଲାମାନେ ତାଙ୍କ କଥା ବୁଝିବା କଥା ସେ ବୟସରେ ସେ ଚାରି ଚାରିଟି ପିଲାଙ୍କ ପେଟ କଥା ବୁଝୁଛନ୍ତି । ପୁଅର ମୃତ୍ୟୁ ପରେ ପରେ ବୋହୁ ଛାଡି ଚାଲିଗଲା । ଏବେ ୪ ନାତି ନାତୁଣିଙ୍କୁ ଧରି ଝୁମ୍ପୁଡି ଘରେ ପଡି ରହିଛନ୍ତି ମୟୂରଭଞ୍ଜ କପ୍ତିପଦା ବ୍ଲକର ଶାକ୍ରା ।
#Mayurbhanja #Kaptipada #grandmother #life #struggle #Odisha #ArgusNews