ପ୍ରତ୍ୟେକ ମଣିଷ ଜୀବନ ଅତ୍ୟନ୍ତ ମୂଲ୍ୟବାନ. ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ରାସ୍ତାରେ ଦେଖିଲେ ତୁରନ୍ତ ସହାୟତାର ହାତ ବଢ଼ାଇ ମେଡିକାଲ ରେ ପହଞ୍ଚାଇ ଜୀବନ ରକ୍ଷା କରନ୍ତୁ. ଏହା ଚଳିତ ବର୍ଷ ଭାରତୀୟ ଅର୍ଥପେଡିକ୍ସ ଆସୋସିଏସନ ଏବଂ ଓଡିଶା ଅର୍ଥପେଡିକ୍ସ ଆସୋସିଏସନ ପକ୍ଷରୁ ପାଳନ କରାଯାଉଥିବା ନେସନାଲ ବୋନ ଆଣ୍ଡ ଜଏଣ୍ଟ week ର ବାର୍ତ୍ତା ବୋଲି କହିଛନ୍ତି ଓଡିଶା ଅର୍ଥ ପେଡିକ୍ସ ଆସୋସିଏସନର ସାଧାରଣ ସମ୍ପାଦକ ବସନ୍ତ କୁମାର ବେହେରା
#Bhubaneswar #OrthopedicsDoctor #Odisha #ArgusNews