ସ୍ବାଧୀନତାକୁ ପୁରିଛି ୭୫ବର୍ଷ । ଦେଶ ପାଳୁଛି ‘ଆଜାଦୀ କା ଅମୃତ ମହୋତ୍ସବ’ । ଦିଲ୍ଲୀରୁ ପଲ୍ଲୀ ସର୍ବତ୍ର ବନ୍ଦେ ମାତରଂ ନାରା ଗୁଞ୍ଜୁରୀ ଉଠୁଥିବା ବେଳେ ରାଜଧାନୀରେ ଦେଖିବାକୁ ମିଳିଛି ଦେଶ ପ୍ରେମର ନିଆରା ଏକ ନଜିର । ସ୍ୱାଧୀନତା ଦିବସକୁ ହୃଦୟରୁ ଅନୁଭବ କରିବା ପାଇଁ ରାଜଧାନୀର ଗୋଟିଏ ପରିବାର ଖାଦ୍ୟ ,ପୋଷାକ ଓ ଘରକୁ ତିନି ରଙ୍ଗରେ ସଜାଇ ଭିନ୍ନ ଭାବେ ପାଳିଛନ୍ତି ଜାତୀୟ ଉତ୍ସବ ।
#Bhubaneswar #independenceday #House #Odisha #ArgusNews