#ବସ୍ତି_ଉଚ୍ଛେଦ_ପ୍ରକ୍ରିୟାରେ_ଲାଗିଛି_BDA
ଭୁବନେଶ୍ଵର ମଞ୍ଚେଶ୍ୱର ଗଡା କାଳୀହାଟ ବସ୍ତି ଉଚ୍ଛେଦ କରିଛି BDA। ବସ୍ତିରେ ପାଖାପାଖି ୩୦ ପରିବାର ରହୁଥିଲେ। ହାଇଟେକ୍ ମେଡିକାଲରୁ ମେଡିକାଲ ଛକ ପର୍ଯ୍ୟନ୍ତ ବାଇପାସ୍ ରାସ୍ତା ପାଇଁ ବସ୍ତି ଉଚ୍ଛେଦ କରିଛି BDA....।
#Bhubaneswar #Evictions #BDA #ByPassRoad #Odisha #ArgusNews