ଚାନ୍ଦାଦିଅ ଭାଟିଖୋଲ l ନୟାଗଡ଼ରେ ସାମ୍ନାକୁ ଆସିଲା ବେଆଇନ ମଦ କାରବାରର ସାଙ୍ଘାତିକ ପ୍ରମାଣ l ଅବକାରୀ ବିଭାଗର ଜାଣତରେ ଦିନ ଦିପହରେ ଚାଲୁଚି ବେଆଇନ ମଦ ଭାଟି l ଆଉ ମୋଟା ଅଙ୍କର ଚାନ୍ଦା ନେଇ ବେଆଇନ ମଦଭାଟିର ଜାଗାବି ସ୍ଥିର କରୁଛନ୍ତି ଖୋଦ ଅବକାରୀ ବିଭାଗର ଅଧିକାରୀ l
#ExciseOfficer #IllegalWineBusiness #ExciseDepartment #Nayagarh #Odisha #ArgusNews