#ରାଏଜ୍ନେ_ଫେଲ୍_ମାରିଛେ_ବସୁନ୍ଧରା_ଯୁଜନା
ପଟ୍ଟା ବଣ୍ଟନକେ ୩ ବଛରନୁ ଅଏଧକା ସମିୟା ହେଇଗଲାନ ହେଲେ ଜମିର୍ ନାଁ ଗନ୍ଧ ନାଇନ । ତହସିଲ୍ ଅଫିସ୍, ବ୍ଲକ କାର୍ଯ୍ୟାଲୟ ନର୍ଦି ନରଦି ହଇରାନ ହେଉଛନ୍ ପଟ୍ଟାଧାରୀ ହେଲେ କିହେ କିଛି ନାଇ ଶୁନବା । ବଛର୍ ଉତରୁ ବଛର୍ ଗଢୁଛେ ହେଲେ ଜମି ଚିହ୍ନଟ୍ ନାଇ ହେଉଛେ ।
#AwasYojana #failed #sambalpur #Kuchinda #Odisha #ArgusNews