ଭୁବନେଶ୍ୱର ଉପକଣ୍ଠ ଛତବର ଗ୍ରାମପଞ୍ଚାୟତ ଅଲକର ଗ୍ରାମରେ ଥିବା ଏକ ନକଲି ସିଗାରେଟ କମ୍ପାନୀକୁ ସିଜ କରିଛି ଇଣ୍ଟେଲିଜେଣ୍ଟ ବ୍ୟୁରୋ ଓ ଇମ୍ପୋଭ୍ୟାଲି ଥାନା । ଏଠାରେ ବିହାରର ଏକ ପ୍ରତିଷ୍ଠିତ ସିଗାରେଟ କମ୍ପାନୀ ଏଚ୍ 10 ନାମରେ ଦୁପ୍ଲିକେଟ ସିଗାରେଟ ପ୍ରସ୍ତୁତ ହେଉଥିଲା...।
#ArgusNews #Bhubaneswar #Fakecigarettescompany #raid #IntelligenceBureau #Odisha