ଠକ ଡାକ୍ତର ରମେଶ ସ୍ବାଇଁ ଗିରଫ ଘଟଣା । ରମେଶର ଚାକରାଣୀ ଗୀତାକୁ ଠାବ କଲା କମିସନରେଟ ପୋଲିସ। ଗୀତା ରମେଶ ପାଖରେ ଦୀର୍ଘ ବର୍ଷ ଧରି କାମ କରୁଥିଲା । ଚାକରାଣୀ ଠାରୁ ରମେଶ ସମ୍ବନ୍ଧୀୟ ଅଧିକ ତଥ୍ୟ ଖୋଜୁଛି ପୋଲିସ ।
#bhubaneswar #FakeDoctor #RameshSwain #CommissioneratePolice #ArgusNews