ବଲାଙ୍ଗୀରରେ ସରଳ ନିରୀହ ଲୋକଙ୍କୁ ଅନ୍ଧବିଶ୍ଵାସ କବଳିତ କରି ଟଙ୍କା ଲୁଟ ଓ ଧର୍ମାନ୍ତରିକରଣ କରୁଛି ଭଣ୍ଡ ପାଦ୍ରୀ ବଜିନ୍ଦର ସିଂହ । ଏହି କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ବଲାଙ୍ଗିର ଏସପି ଓ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲା ଏସସି-ଏସଟି ଫୋରମ୍ ଓ ବଜରଙ୍ଗ ଦଳ । କିନ୍ତୁ ପୋଲିସ ଓ ପ୍ରଶାସନ ଚୁପ ବସିଛି ।
#BajinderSingh #Superstition #Balangir #conversion #alleged #OdishaNews #ArgusNews