#ପାଠ_ପଢା_ବୟସରେ_ପରିବାରର_ବୋଝ
#ବୟସ_ସିନା_ସାନ_ହେଲେ_ମୁଣ୍ଡାଇଛି_ପରିବାରର_ଦାୟିତ୍ୱ
#ଭାଗ୍ୟକୁ_ଆଦରି_ପଡିଛି_ଶିବାନୀ
କି ଭାଗ୍ୟ ନେଇ ଜନ୍ମିଥିଲା ଶିବାନୀ କେଜାଣି ଚତୁର୍ଥ କନ୍ୟା ସନ୍ତାନ ହୋଇଥିବାରୁ ବାପାଙ୍କ ଠାରୁ ଘରୁ ମା ସହ ତଡ଼ା ଖାଇ ଅଜା ଘରେ ଆସି ରହିଲା।କଅଁଳ ବୟସରୁ 16 ବର୍ଷ ହେଲାଣି କିନ୍ତୁ ସୁଖ ଟିକେ ପାଇଲାନି।
#Ganjam #sadstory #sadlife #littlegirl #help #shibani #odisha #ArgusNews