#ଉଦଯୋଗୀ_ଚାଷୀଙ୍କୁ_ସ୍ୱାବଲମ୍ବୀ_କରାଇଛି_ଉଦ୍ୟାନକୃଷି
୧୫ ଏକର ଜମିରେ ହୋଇଛି ଉଦ୍ୟାନ କୃଷି । ଲଗାଯାଇଛି ଆମ୍ବ ,ଲେମ୍ବୁ ସାଙ୍ଗକୁ ସପୁରି ଆଉ କଦଳୀ । ପୈତୃକ ଜମିରେ ପରିଶ୍ରମ କରି ସୁନା ଫଳାଉଛନ୍ତି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଆମ୍ବଝରୀ ଗାଁର ଯୁବ ଚାଷୀ ପ୍ରକାଶ କୁମାର ସାହୁ । ପ୍ରକାଶ ବାର୍ଷିକ ୨୦ରୁ ୨୫ ଟନ ଆମ୍ବ ବିକ୍ରି କରୁଥିବା ବେଳେ ଅନ୍ୟ ୧୦ ଜଣ ଶ୍ରମିକଙ୍କୁ ଦେଉଛନ୍ତି କାମ ।
#horticulture #farmer #mangotree #bananatree #lemons #PrakashKumarSahu #GoodNews #Nayagarh
#Odisha #ArgusNews