ଭଦ୍ରକ ପୌରପାଳିକାରେ ପୌରନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଓ ଜନସାଧାରଣ ଙ୍କୁ ଦୁର୍ବ୍ୟବହାର କୁ ନେଇ ନିର୍ବାହୀ ଅଧିକାରୀ ଙ୍କ ବଦଳି ଦାବି କରି ଆଜି ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଅନଶନରେ ବସିଥିଲେ
#ArgusNews #Strike #Bhadrak #Odisha