#କେନ୍ଦ୍ରାପଡାରେ_ଚାଷୀଙ୍କ_ଆମରଣ_ଅନଶନ
ସମବାୟ ସମିତିରେ ବ୍ୟାପକ ଅନିୟମିତତା ପ୍ରତିବାଦରେ ଗତ କାଲି ଠାରୁ ଚାଷୀ ମାନଙ୍କ ଆମରଣ ଅନଶନ ଜାରି ରହିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ମହାକାଳପଡ଼ା ବ୍ଲକ ଛତର ସେବାସମବାୟ ସମିତିରେ ବ୍ୟାପକ ଅନିୟମିତତା ସାଙ୍ଗକୁ ନିର୍ବାଚନ ପ୍ରାଥୀପତ୍ର ଦାଖଲରେ ଶାସକ ଦଳର ପାର୍ଥୀଙ୍କୁ ପ୍ରାଧାନ୍ୟ ଦେଇଥିବା ବେଳେ ଅନ୍ୟ ସଦସ୍ୟଙ୍କୁ ଅଣଦେଖା କରାଯାଇଛି ।
#Kendrapara #farmers #protest #Odisha #ArgusNews