#ସମ୍ଭାବ୍ୟ_ବନ୍ୟା_ସୂଚନା_ପରେ_ଚାଷୀ_ଛାନିଆ,
#ତରବରିଆ_ଭାବରେ_ଚାଲିଛି_ଚାଷ_ଜମିରେ_କାମ
ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେବା ସହ ସରକାରୀ କର୍ମଚାରୀ ମାନଙ୍କୁ ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ କରିବା ପରେ ଏହି ବର୍ଷା ବନ୍ୟାର ରୂପ ନେଇପାରେ ଭାବି ଚାଷୀ ମାନେ ହୋଇ ଛନ୍ତି ଛାନିଆ ଏବଂ ଚାଷ ଜମିରେ ଲାଗି ଛନ୍ତି କାମ ଧନ୍ଦାରେ ।
#Bramhapur #farmers #farming #heavyrainfall #Odisha #ArgusNews