କେନ୍ଦ୍ରମନ୍ତ୍ରୀଙ୍କ ତେରେଛା ବାଣ
ପଦ୍ମପୁର ନିର୍ବାଚନୀ ପ୍ରଚାର ମୈଦାନକୁ ଓହ୍ଲାଇବା ପୂର୍ବରୁ କୃଷିମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଟାର୍ଗେଟ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ ରାଜ୍ୟ ସରକାର ।`ଦୀର୍ଘ ୨୨ ବର୍ଷ ଧରି ଲୋକମାନଙ୍କୁ ଭ୍ରମିତ ରଖିପାରିବ ନାହିଁ '।
#ArgusNews #DharmendraPradhan #PadampurBypoll #farmers #farmersinputsubsidy #medicalservices #Odisha