ବିଶାଳ ଚାଷୀ ସମାବେଶ। ମଣ୍ଡିକୁ ଦଲାଲ ଓ ଦୁର୍ନୀତି ମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଲେ ଚାଷୀ। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚପ୍ରିଆ ଧାନମଣ୍ଡିଠାରେ ବିଶାଳ ଚାଷୀ ସମାବେଶ ଅନୁଷ୍ଠିତ ହୋଇଥିଲା...।
#ArgusNews #FarmersMeeting #kalahandi #Odisha