ରାଜ୍ୟ ସରକାରଙ୍କ ଅବହେଳା ପାଇଁ ଓଡିଶାର ଚାଷୀ ଅବହେଳିତ। ରାଜ୍ୟରେ ଲମ୍ବା ସମୟ ଧରି ଚାଷୀ ମାନଙ୍କୁ ମିଳୁନି ପ୍ରୋତ୍ସାହନ। ସରକାର ଚାଷୀ କେମିତି ଚାଷ କରିବ ଭାବନ୍ତି ନାହିଁ କି ସାଟି ଫାଇଡ ସିଲଡ଼ ଚାଷୀ ହାତକୁ ଯାଏ ନାହିଁ। ଭଲ ବିହନ ଆଜି ଚାଷୀ ପାଇଁ ସ୍ବପ୍ନ ପାଲଟିଥିବା ବେଳେ ରାଜ୍ୟରେ ଆଳୁ, ପିଆଜ ମିଶନ ସବୁ ଫେଲ ମାରିଛି...।
#ArgusNews #stategovt #farmers #neglected #Odisha