ଚାଷ ଓ ଚାଷୀଙ୍କ ଉନ୍ନତି ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାଳ ମାଳ ଯୋଜନା କରି ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ହେଲେ ଝାରସୁଗୁଡ଼ା ଲଖନପୁର ବ୍ଲକର ୧୯ ଖଣ୍ଡ ମୌଜାର ବିଭିନ୍ନ ଗ୍ରାମର ଜମିକୁ ଜଳସେଚନ ପାଇଁ ମିଳୁନି ବିଜୁ କୃଷକ ବିକାଶ ଯୋଜନା। ଉଠା ଜଳ ସେଚନ ପ୍ରକଳ୍ପ ଜରିଆରେ ଚାଷୀଙ୍କୁ ମିଳିପାରୁନି ପାଣି...।
#ArgusNews #FarmersProblem #irrigation #jharsuguda #Odisha