#ପରିବା_ଚାଷୀଙ୍କୁ_ପ୍ରତାରଣା
#କେବେ_ମିଳିବ_ପରିବା_ମଞ୍ଜି_ଓ_କିଟ୍ ?
#ସହାୟତା_ଅର୍ଥ_ହରିଲୁଟ୍_ଅଭିଯୋଗ
ଉପକୂଳବର୍ତ୍ତୀ ଜିଲ୍ଲାରେ ପରିବା ଚାଷୀଙ୍କ ଅବସ୍ଥା ସଙ୍ଗୀନ । କେତେବେଳେ ବାତ୍ୟା ତ ଆଉ କେତେବେଳେ ବନ୍ୟା, ବ୍ୟାପକ ଭାବେ ପ୍ରଭାବିତ ହୋଇଥାନ୍ତି ପରିବା ଚାଷୀ। ସେଥିପାଇଁ ପନିପରିବା ମଞ୍ଜି କିଟସ, ଚାରା ଇତ୍ୟାଦି ସହାୟତା ଦେଇଥାନ୍ତି ସରକାର। କିନ୍ତୁ ଦୁର୍ଭାଗ୍ୟ ଏବେସୁଦ୍ଧା ଚାଷୀଙ୍କୁ ମିଳିଲାନି ମଞ୍ଜି କିମ୍ବା କିଟ୍ସ। କେନ୍ଦ୍ରାପଡ଼ା ଜିଲ୍ଲାର 9 ଗୋଟି ବ୍ଲକ ଓ ଦୁଇଟି ମ୍ୟୁନିସିପାଲିଟିରେ ଚାଷୀଙ୍କ ଦୁର୍ଦ୍ଦଶା କହିଲେ ନସରେ ।
#farmers #vegetables #condition #Kendrapada #OdishaGovt #seeds #Odisha #ArgusNews