ପୁରୀ ପୋଲିସ ନାଁରେ ସାଙ୍ଘାତିକ ଅଭିଯୋଗ। ନିଶା ମାଫିଆଙ୍କ ଠାରୁ ମାସିକିଆ ନେଉଛି ପୁରୀ ପୋଲିସ। ଯାହାଫଳରେ ଅବକାରୀ ବିଭାଗର ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେଉଛି। ଅବକାରୀ କମିସନରଙ୍କୁ ଏପରି ଏକ ଚିଠି ଲେଖିଛନ୍ତି ପୁରୀ ଜିଲ୍ଲା ଅବକାରୀ ବିଭାଗ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା। ଯାହାର ଏକ୍ସକ୍ଲୁସିଭ ଚିଠି ଲାଗିଛି ଅର୍ଗସ ହାତରେ।
#Puri #PuriPolice #allegations #DrugMafia #bribe #Odisha #ArgusNews