#ପାକ୍ଷାଘାତରେ_ପୀଡିତ_ବାପା_ପୁଅଙ୍କ_ପାଇଁ_ସାଜିଲା_ଅଦରକାରୀ
ପକ୍ଷାଘାତରେ ପୀଡିତ ବାପା ପୁଅଙ୍କ ପାଇଁ ସାଜିଲା ଅଦରକାରୀ। ଭିକ୍ଷା ମାଗିମାଗି ନିଜ ଜନ୍ମସ୍ଥାନ ଗଂଜାମ ବେଲଗୁଣ୍ଠା କୋକଲୁଣ୍ଡାରେ ପଂହଁଚି ରାସ୍ତା କଡ଼ ବଜାର ବାରଣ୍ଡାରେ ପଡି ଦୁର୍ଦଶାରେ ଜୀବନ କାଟୁଛନ୍ତି ନାରାୟଣ ସାହୁ। ଶୁଣନ୍ତୁ କଣ କହୁଛନ୍ତି ନାରାୟଣ ଓ ଗ୍ରାମବାସୀ...।
#Ganjam #father #paralysis #sadstory #Odisha #ArgusNews