ଭୟ ବଢ଼ାଇଲାଣି ଡେଙ୍ଗୁ । ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ, କଟକ ସହରରେ ଚିହ୍ନଟ ହୋଇଛନ୍ତି ଦୁଇ ଜଣ ଆକ୍ରାନ୍ତ । ଡେଙ୍ଗୁ ମୁକାବିଲା ପାଇଁ ସିଏମସି ଆରମ୍ଭ କରିଛି ପ୍ରସ୍ତୁତି
#Cuttack #Dengue #CMC #Bhubaneswar #ArgusNews