#ନକଲି_ଔଷଧ
#ରୋଗ_ଆଉ_ଭୟକୁ_ଦ୍ୱିଗୁଣିତ_କରିଛି
ଯୋଉଠି ଶୁଣିବ ଖାଲି ନକଲି ଔଷଧ। ସାଧାରଣ ଲୋକେ କରିବେ କଣ। କାହା ଉପରେ ଭରଷା କରିବେ, କାହାଠାରୁ ଔଷଧ କିଣି ଖାଇବେ ସେ ଚିନ୍ତାରେ ଲୋକେ। ଏଭଳି ସ୍ଥିତିରେ ବଜାରରେ ଛାଇ ଯାଇଛି ନକଲି ଔଷଧ।
#duplicatemedicine #Danger #disease #odisha #ArgusNews