କଟକ ଏସ.ଡି.ଜେ.ଏମ ଅଦାଲତଙ୍କ ନିର୍ଦ୍ଧେଶ କ୍ରମେ ସାଂସଦ ଅନୁଭବ ମହାନ୍ତି, ଆଜି ବର୍ଷାଙ୍କ ଆକାଉଣ୍ଟକୁ ୩୦ ହଜାର ଟଙ୍କା ଜମା କରିଛନ୍ତି। କ୍ୟାଶ ଜମା କରିବା ପରେ ଅନୁଭବ ଓ ତାଙ୍କ ଓକିଲ କୋର୍ଟଙ୍କୁ ଅବଗତ କରାଇଛନ୍ତି।
#anubhavandbarsha #Odisha #divorce #SDJM #SDJMCourt #courtorders