#ମହିଳା_ରାଜାଙ୍କ_ଛେରା_ପହଁରା
ଗଞ୍ଜାମ ଜିଲ୍ଲାର ୧୪ ଗୋଟି ଗଡଜାତ ମଧ୍ୟରୁ ଧରାକୋଟ ଗଡରେ ଏକ ଭିନ୍ନ ପରମ୍ପରା ରହିଛି। ଏଠିକାର ମହିଳା ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ରଥ ଉପରେ ଛେରା ପହଁରା କରନ୍ତି। ଅନ୍ୟ ବିଶେଷତ୍ୱ ହେଲା ବାହୁଡା ବାସିଦିନ ତଥା ଏକାଦଶୀ ତିଥିରେ ରଥଟଣା ହୁଏ।ନିଆରା ପରମ୍ପରାକୁ ଦେଖିବା ଏବଂ ପ୍ରିୟ ରାଜାଙ୍କୁ ଦର୍ଶନ ପାଇଁ ୧୪ କୋଷରୁ ଧାଇଁ ଆସନ୍ତି ଗଡକୁ ଲୋକେ।
#aska #dharagarh #RathYatra #FemaleKing #cherapahara #uniqueculture #odisha #ArgusNews