#ଫେର୍_ଘାଏ_ମିଛ୍_କହେଲେ_ଡବ୍ଲୁଡିସି_ଅଧ୍ୟକ୍ଷ
ପାରସି ଦେଲେ, ଠକିଦେଲେ, ଭକୁଆ ବନାଲେ । ଇଛା ନାଇନ, ଦରଦ୍ ନାଇନ, କଥାର୍ ଓଜନ୍ ନାଇନ ।
ସମ୍ଵଲପୁର ସହରର୍ ଫ୍ଲାଏଓଭର୍ କାର୍ଯ୍ୟକ୍ଷମ୍ କେଭେ ହେବା ? ସମ୍ବଲପୁର ସହରର୍ ଚର୍ଚ୍ଚ ଛକନୁ କଚେରି ଛକ୍ ତକ୍ ଫ୍ଲାଏଓଭର ନିମାନ୍ ସରିଛେ । ହେଲେ ଏବେତକ୍ କାର୍ଯ୍ୟକ୍ଷମ୍ ହେଇନେଇ ପାରବା ? ଏବେ ଫେର୍ ଘାଏ କହିଛନ୍ ମାସେ ଭିତରେ ହେବା । ପୁରା ସମ୍ଵଲପୁର ସହରବାସୀଙ୍କର୍ ପ୍ରଶ୍ନ ? ଅସିତ୍ଙ୍କର୍ ଲାଗି ଗୁଟେ ମାସ୍ କେତେ ଦିନ ?
#sambalpur #flyover #contractions #Odisha #work #ArgusNews