କାତାରରେ ଆରମ୍ଭ ହୋଇଯାଇଛି ଫୁଟବଲର ମହାକୁମ୍ଭ । ଫିଫା ବିଶ୍ବକପ୍ 2022ର ଫିଭର ସାରା ବିଶ୍ବରେ । ରାଜଧାନୀ ଭୁବନେଶ୍ବରରେ ବି ଦେଖିବାକୁ ମିଳିଛି ଏହାର କ୍ରେଜ୍ । ଭିଏସଏସ ନଗରର ସମରଞ୍ଜନ ମହାନ୍ତି ଫିଫା ବିଶ୍ବକପକୁ ନେଇ ବେଶ ଉତ୍ସାହିତ । ଏହାସହ ଫିଫା ଖେଳୁଥିବା ବିଭିନ୍ନ ଦେଶର ଫୁଟବଲ ଷ୍ଟାମ୍ପ, ସ୍ବତନ୍ତ୍ର ଲଫାପା ଆଦି ସାଇତି ରଖିଛନ୍ତି ।
#ArgusNews #quatar #FIFAWorldCup2022 #FIFAMuseum #Bhubaneswar #Odisha