ଚାରା ରୋପଣ ଦୁର୍ନୀତିକୁ ଲୁଚାଇବା ପାଇଁ ପୁଣି ଥରେ ଦୁର୍ଗାପୁର ପାହାଡ଼ରେ ନିଆଁ । ଧଳା ପାଉଁଶ ଏବଂ ଧୂଆଁ ମୟ ରାଉରକେଲା ସହର । ଗତ ଦୁଇ ଦିନ ହେବ ଜଳୁଛି ଦୁର୍ଗାପୁର ରିଜର୍ଭ ଫରେଷ୍ଟ । ଗୋଟେ ପରେ ଗୋଟେ ଜାଗାରେ ଲାଗୁଛି ନିଆଁ । ନିଆଁ ଲିଭାଇବା ପାଇଁ କେହି ବି କରୁନାହାନ୍ତି ପ୍ରୟାସ ।
#Sundargarh #Rourkela #Durgapur #Forest #Fire #ForestDepartment #Odisha #ArgusNews