ମାଛ ବ୍ୟବସାୟୀଙ୍କ ଠାରୁ ଜୋଜବରଦସ୍ତ ଜୋରିମାନା ଆଦାୟକୁ ବିରୋଧ କରି କଟକ ନଗର ବିଜେପିର ପ୍ରତିବାଦ। ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲିଙ୍କ ନେତୃତ୍ବରେ ଏହି ଧାରଣା ଦିଆଯାଇଛି। ଏଥିରେ ମତ୍ସ୍ୟ ବ୍ୟବସାୟୀ ସଂଘ ମଧ୍ୟ ସାମିଲ ହୋଇଛି।
#ArgusNews #Odisha #ArguNewsTV #protest #BJPProtest #Fisherman #FishermanProtest