#ମନ୍ଦିର_ପ୍ରାଙ୍ଗଣରେ_ଭାସୁଛି_ପଥର
ସୁନ୍ଦରଗଡ ସହର ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ସହରର ଜନୈକ ବ୍ୟକ୍ତି ରାମେଶ୍ୱରମ୍ ଯାଇଥିବାବେଳେ ସେଠାରୁ ଖଣ୍ଡେ ପଥର ଆଣିଥିଲେ। ଏହା ବାସ୍ତବରେ ପାଣିରେ ଭାସୁଛି। ଏହି ପଥରକୁ ହନୁମାନ ମନ୍ଦିରରେ ଏକ କୁଣ୍ଡରେ ଭକ୍ତଙ୍କ ଦର୍ଶନ ପାଇଁ ରଖାଯାଇଛି...।
#ArgusNews #stone #FloatingStones #devotees #jaishreeram #Sundargarh #Odisha