3 ଦିନ ପରେ ବି ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚି ପାରିଲାନି ପ୍ରଶାସନ । ଲୋକଙ୍କ ପାଖରେ ପହଞ୍ଚିଲା ସଚିଦାନନ୍ଦ ଯୁବକ ସଂଘ । କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକର ବଟିରା ପଞ୍ଚାୟତ ରେ ବିଭିନ୍ନ ସ୍ଥାନରେ ଫସି ରହିଥିଲେ ଲୋକେ ।
#waterflow #WaterLogging #submerged #Flood #Floodwater #Odishaflood #ArgusNews