ଜାତୀୟ ଆଇନ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଫୁଲର ପସରା ମେଲିଛି ।
ଫୁଲ ପ୍ରଦର୍ଶନ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ। ରଙ୍ଗ ବେରଙ୍ଗ ଫୁଲ ଦେଖିବା ସହ ଆୟୋଜନ ହେବାକୁ ଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନିଅନ୍ତୁ।
#ArgusNews #flowerexhibition #nationallawuniversity #cuttack #Odisha