#ଜୀବିକାରେ_ରଙ୍ଗ_ଭରିଛି_ଫୁଲଚାଷ
କ୍ଷେତର ଶୋଭା ବଢ଼ାଇଛି ଗେଣ୍ଡୁ ଆଉ ସେବତୀ ଫୁଲ । ସୁନ୍ଦର ଶୋଭା ସାଙ୍ଗକୁ ଚାଷୀଙ୍କୁ କରିଛି ସ୍ୱାବଲମ୍ବନ । ଫୁଲଚାଷକୁ ଜୀବିକା କରି ବେଶ ଦୁଇପଇସା ରୋଜଗାର କରୁଛନ୍ତି ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ କତୁରୁ ଗାଁର କେ. ଶିବ କୁମାର । ଏବେ ଗୁଣୁପୁର ,ରାୟଗଡା ଆଉ ପାରଳାଖେମୁଣ୍ଡିକୁ ଆନ୍ଧ୍ରରୁ ନୁହଁ ଆସୁଛି ଶିବ କୁମାରଙ୍କ କ୍ଷେତରୁ ଫୁଲ ।
#ArgusNews #flowersfarming #GoodNews #Gunupur #Rayagada #Odisha