ଏବେ ଘରେ ବସି ଖାଇ ପାରିବେ ସ୍ମୃତିଶ୍ରୀଙ୍କ ହାତ ରନ୍ଧା। ମାଷ୍ଟର ସ୍ମୃତିଶ୍ରୀ ସିଂ ତାଙ୍କ ସୋସିଆଲ ମିଡିଆର ସମସ୍ତ ବ୍ଲଗର ମାନଙ୍କ ସହ ଏକ ସାକ୍ଷାତକାର କରିଛନ୍ତି .ଯେଉଁଥିରେ ନିଜ ବ୍ରାଣ୍ଡ "ଦେଶୀ ବାଏ ସ୍ମୃତିଶ୍ରୀ" ଲଞ୍ଚ କରିଛନ୍ତି। "ହୋମିଟ୍ଜ" ଆପ୍ ଜରିଆରେ ଅର୍ଡର କଲେ ସ୍ମୃତିଙ୍କ ହାତରନ୍ଧା ଲୋକଙ୍କ ପାଖରେ ପହଞ୍ଚିବ...।
#bhubaneswar #foodblogger #meetup #smrutishreesingh #Odisha #ArgusNews