#ଦୁର୍ଦ୍ଦିନରେ_ଜାତୀୟ_ସ୍ତରର_ଫୁଟବଲ_ଖେଳାଳି
#ସରକାରୀ_ଓ_ବେସରକାରୀ_ସ୍ତରରେ_ସହାୟତା_ନିବେଦନ
ଦୁର୍ଦ୍ଦିନରେ ଦିନ କାଟୁଥିବା ରିଙ୍କି ପାତ୍ରଙ୍କ ପରିବାରକୁ ମିଳୁନି ସରକାରୀ ସହାୟତା। ଗୋଟିଏ ପଟେ କ୍ରୀଡାବିତଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ରିଙ୍କି ପାତ୍ର ଏସବୁରୁ ବଞ୍ଚିତ ହୋଇଥିବା ଦେଖିବାକୁ ମିଳିଛି।
#ArgusNews #Odisha #ArguNewsTV #nationalplayer #football #footballplayer #RinkyPatra #KalingaStadium