ଗଛ କାଟି ପଟା ତିଆରି ହେଉଥିବା ବେଳେ ବନବିଭାଗର ଚଢାଉ। ସମ୍ବଲପୁର ବାମରା ରେଞ୍ଜ ରଜାବସା ବନ୍ଧବାର ଜଙ୍ଗଲରେ ବେଆଇନ ଭାବେ ଶାଳ ଗଛକାଟି ପଟା ତିଆରି ଚାଲିଥିଲା। ଚଢାଉ କରି ୫ଜଣଙ୍କୁ ଗିରଫ କଲା ବନବିଭାଗ ।
#Forestdepartment #Raid #illegally #cuttingtrees #sambalpur #ArgusNews