ଭଦ୍ରକ ରାହାଞ୍ଜ ପଞ୍ଚାୟତରେ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ୭ ବଖରା ଘର । ଏହାସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଥିଲା ।
#Bhadrak #firebroke #House #Burned #Odisha #ArgusNews