୫୨ ବଜାର ୫୩ ଗଳିରା କଟକ ସହର। ଯେଉଁଠିକୁ ପ୍ରତିଦିନ ହଜାର ହଜାର ଲୋକ ଯିବାଆସିବା କରନ୍ତି। ବଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ହେଉ ଅଥବା କୋର୍ଟ କଚେରି କାମ। କିନ୍ତୁ ଏଠାକୁ ଆସୁଥିବା ବହିରାଗତ ଯାତ୍ରୀ, ସଚେତନ ରୁହନ୍ତୁ। ଏ କଥା କ’ଣ ପାଇଁ କହିଲୁ, ଏ ଭିଡିଓ ଦେଖଲେ ଆପଣ ଅବଶ୍ୟ ବୁଝିପାରିବେ।
#Cuttack #fruitseller #exchange #OdishaNews #ArgusNews