#ଜନସେବା_କେନ୍ଦ୍ରରେ_ଜାଲି_କାରବାର
#ପଶ୍ଚିମଓଡିଶାରେ_ନକଲି_ନୋଟର_ଗୋଲକ_ଧନ୍ଦା
ସମ୍ବଲପୁର ଅଞ୍ଚଳରେ ହେଉଥିବା ଏଭଳି ଏକ ହାଇଟେକ ଘଟଣାର ପର୍ଦାଫସ କରିଛି stf । ଘଟଣାରେ 2 ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ପୋଦାର ପ୍ରସାଦ ସାହୁ ଓ ଜନ୍ମଜୟ ବାଗ ।
#sambalpur #DuplicateNoteMaking #Odisha #ArgusNews