#୩୦_ବର୍ଷ_ଧରି_ସଂଗ୍ରାମ_କରୁଛନ୍ତି_ସ୍ଵାଧୀନତା_ସଂଗ୍ରାମୀ_ଭବନ
ସ୍ଵାଧୀନତା ସଂଗ୍ରାମୀ ନାମ ଫଳକ ଉପରେ ରହିଛି ଓଳିଆ ଓ ଭଙ୍ଗା ପାଇପ୍ । ଓଡିଶା ସରକାର ଓ ଜିଲ୍ଲା ପ୍ରଶାସନ ସ୍ଵାଧୀନତା ସଂଗ୍ରାମୀଙ୍କୁ ଅସମ୍ମାନ କରୁଛନ୍ତି କି ? ସ୍ଵାଧୀନତା ସଂଗ୍ରାମୀ ଭବନକୁ କାହିଁକି ନଜର ଦେଉନାହାଁନ୍ତି ଓଡିଶା ସରକାର ?
#ArgusNews #freedomfighter #OdishaGovernment #disrespecting #DistrictAdministration #Odisha