#ଅସହ୍ୟ_ଗରମ_ସାଙ୍ଗକୁ_ଘନଘନ_ବିଜୁଳି_କାଟ୍
ବିଭିନ୍ନ ସ୍ଥାନରେ ବିଦ୍ରୋହ ଓ ଅସନ୍ତୋଷର ଖବର ଆସିବା ପରେ ଚିନ୍ତାରେ ରାଜ୍ୟ ସରକାର । ଏହାର ସମାଧାନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସୁଥିବା ଏକ ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି ।
#summerday #electricute #WaterProblem #Odisha #ArgusNews