#ନୂଆଖାଇ_ଲାଗି_ଚଳଚଞ୍ଚଳ_ପୁରପଲ୍ଲୀରୁ_ସହର
ଢୋଲ ମହୁରୀ ନିଶାନ ଧରି କରି ନୂଆଁଖାଇ ଆଗରୁ ସଜବାଜ ହେଉଛନ କଳାକାର ମାନେ । କବିତା ସହିତ ନାଚଗୀତ ଭିନ୍ ଭିନ୍ ସାଂସ୍କୃତିକ କାର୍ଯ୍ୟକ୍ରମର ପୂର୍ବ ପ୍ରସ୍ତୁତି ହେଉଛନ୍ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଫବସି ଗାଁ ନୁ ଦେଖୁନ କଳାକାର ମାନଙ୍କର ପ୍ରତିକ୍ରିୟା ।
#NuakhaiFestival #preparation #Subarnapur #Odisha #ArgusNews