ଦୋଳ ପୂର୍ଣ୍ଣିମା ପାଇଁ ଉତ୍ସବମୁଖର ଗାଁଠୁ ସହର। ସବୁଠି ଆଧ୍ୟାତ୍ମିକତାର ପରିବେଶ। ଏହି ଅବସରରେ ଯାଜପୁର କୋରାଇରେ ଅନୁଷ୍ଠିତ ହୋଇଛି ମୁନସୀ ମେଳଣ।କୋରାଇ ଥାନା ପକ୍ଷରୁ ଆୟୋଜିତ ହେଉଥିବା ଏହି ମେଳଣ ଉତ୍ସବ ଚଳିତବର୍ଷ ୧୦୩ ବର୍ଷରେ ପଦାର୍ପଣ କରିଛି
#Jajpur #Korei #DolaPurnima #Festival #Holi #Odisha #ArgusNews