ପୁରୀ ଜିଲ୍ଲା ରେ ସକ୍ରିୟ ନିଶା ବେପାରୀ। ଗାଁ ଗାଁ ବୁଲି ନିଶା ବେପାରୀଙ୍କଠୁ ପୋଲିସ୍ ନେଉଛି ଚାନ୍ଦା। ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋଦ୍ ଅବକାରୀ ବିଭାଗ ଅଧିକାରୀ ସଂଞ୍ଜୟ କୁମାର ପଣ୍ଡା...। ଦେଖନ୍ତୁ ଏହାକୁ ନେଇ କ'ଣ କହୁଛନ୍ତି ପୁରୀ ସୁପରିଟେଣ୍ଡଣ୍ଟ ଅମରେନ୍ଦ୍ର କୁମାର ଜେନା..।
#Puri #PuriPolice #bribe #drugdealercase #purisuperintendent #AmarendraKumarJena #Odisha #ArgusNews